>>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • ଟଙ୍କା ପାଇଁ ଭଉଣୀକୁ ମାରି ଦେଲେ ଭିଣେଇ ; ଡେଲାଙ୍ଗ ଥାନରେ ସାନ ଭଉଣୀର ଅଭିଯୋଗ


     ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଓଉପଡା ଗ୍ରାମରେ ଏକ ବଧୂହତ୍ୟା ଘଟିଥିବା ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ସୁଚିତ୍ରା ପାତ୍ର, ଗ୍ରାମ ଗଡତୋରିହଁ, ଥାନା ଦିଗାପଡା  ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ବଡ ଭଉଣୀ ଗିତାଞ୍ଜଳି କୋଦାମାସିଂହ (୨୭)ଙ୍କୁ ଟଙ୍କା  ପାଇଁ ମାରି ଦିଆଯାଇଛି ବୋଲି ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଓଉପଡା ଗ୍ରାମର ଦିବ୍ୟସିଂହ କୋଦମାସିଂହଙ୍କ ପୁତ୍ର ସୋମନାଥ  କୋଦମାସିଂହଙ୍କୁ ଆଠ ବର୍ଷ ତଳେ ବୈଦିକ ହିନ୍ଦୁ ରୀତିନୀତି ଅନୁସାରେ ବିଭା ହୋଇଥିଲେ । ଗୀତାଞ୍ଜଳିର ଏକ କନ୍ୟା ସନ୍ତାନ ରହିଛି । ଅଧିକଂଶ ସମୟରେ ସୋମନାଥ  ଗୀତାଞ୍ଜଳିକୁ ମୋଟା ଆକରରେ ଟଙ୍କା ଆଣିବା ପାଇଁ ବାପ ଘରକୁ ପଠାଏ । ଆମର ଗରିବ ଘର ହୋଇଥିବାରୁ ଟଙ୍କା ନ ଦେବାରୁ ସୋମନାଥ ମୋ ବଡ ଭଉଣୀକୁ ମାରଧର କରିଥାଏ । ଆଜି ସକାଳୁ ସୋମନାଥ ଫୋନ କରି ଗାଳିମନ୍ଦ କରିବା ସହ ମୋ ବୋଉକୁ ମନ୍ଦ ଗାଳିମନ୍ଦ କରିଥିଲା । କିଛି ସମୟ ପରେ ପୁଣି ଫୋନ କରି କହିଥିଲେ ଯେ ତମ ଭଉଣୀ ଗୀତାଞ୍ଜଳି ରଣି ଲଗାଇ ଆତ୍ମହତ୍ୟା କରିଛି ବୋଲି କହିଥିଲେ । ଆମେ ଆସି ଦେଖିଲା ବେଳକୁ ଗୀତାଞ୍ଜଳି ଖଟରେ ଶୋଇଛି ତା ବେକରେ ଦାଗ ହୋଇଛି । ସୋମନାଥ ମୋ ଭଉଣୀକୁ ମାରି ଦେଇ ଆତ୍ମହତ୍ୟା ରୂପ କରିଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ୬୧/୨୦୨୧ଏକ କେସରୁଜ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି । ସୋମନାଥ ଫେରାର ହୋଇଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । 

    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୨୨/୩/୨୦୨୧----୭,୫୦

    Blog Archive

    Popular Posts