Breaking News

ଡେଲାଙ୍ଗରେ ଉପ ନିର୍ବାଚନ ପାଇଁ ହଟିଲା ହୋଡିଂ


 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ନିର୍ବାଚନ ଶାନ୍ତି ଶୃଙ୍ଖଳା, ସ୍ୱଚ୍ଛତାରେ ଶେଷ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ଘଢ଼େଇ, ବିଡିଓ ଦିଲିପ କୁମାର ଷଡଙ୍ଗୀ, ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ମିଳିତ ଭାବେ ଡେଲାଙ୍ଗ ଷ୍ଟେସନ ଓ ବେରବୋଇ ପ୍ରେଟୋଲପମ୍ପ ସହିତ ରାସ୍ତା କରରେ ଲାଗି ଥିବା ରାଜନୈତିକ ବ୍ୟାନର ଓ ହୋଡିଂ ଗୁଡିକ ହଟାଇଛନ୍ତି । ଆସନ୍ତା କାଲି କଣାସରୋଡ, ମୋଟରୀ ଆଦି ରେଳ ଷ୍ଟେସନ ଓ ଛକ ରେ ଲାଗିଥିବା ହୋଡିଂ ଗୁଡିକ ହଟାଯିବ ବୋଲି ତହସିଲଦାର ଶ୍ରୀ ବଢ଼େଇଙ୍କ ଠାରୁ ସୁଚନା ମିଳିଛି ।


 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୩/୨୦୨୧----୮,୧୦

Blog Archive

Popular Posts