Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏନସିସି ଏ ସାଟିଫିକେଟ ପରୀକ୍ଷା

 

Satyabadhi High School era Ncc A examition

ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଓଡିଶା ବାଟାଲିୟନ ତରଫରୁ ପୁରୀ ଜିଲ୍ଲାରେ ଦୁଇଟି ବିଦ୍ୟାଳୟରେ ୪୪ଜଣ ଛାତ୍ର ଛାତ୍ରୀ ଏ ସାଟିଫିକେଟ ପରୀକ୍ଷା ଦେଇଛନ୍ତି । ସତ୍ୟବାଦୀ ବିଦ୍ୟାଳୟରେ ୨୩ ଜଣ ଓ ମହନ୍ତ ଗଦାଧର ବିଦ୍ୟାଳୟ ଚନ୍ଦନପୁରରେ ୨୧ ଏନସିସି କ୍ୟାଡେଟ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେବା ସହ ଡ୍ରିଲ, ମ୍ୟାପରିଡିଙ୍ଗ ଆଦି ପରୀକ୍ଷା କରାଯାଇଥିଲା । ୬ଷ୍ଠ ଓଡିଶା ବାଟାଲିଅନର ହାବିଲଦାର ଭୀମ କୁମାର ରାଏ. ଥାର୍ଡ ଅଫିସର ଭରଥ ସେନାପତି, ପୂର୍ବତନ ଏନସିସି ଅଫିସର ବିଜୟ କୁମାର ପରିଡା, ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ନୂତନ ଦାୟତ୍ୱ ନେଇଥିବା ଏନସିସି ଶିକ୍ଷକ ସୁଚିତ୍ର ଖଟାଇ ପରିଚାଳନା କରିଥିଲେ ।ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବମ ପ୍ରଧାନ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ।

 Satyabadi High School era Ncc A Gerad Examition Sakhigopal, Dhirendara Senapati, 21/3/2021--7,25 P.M 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୩/୨୦୨୧---୭.୨୫

Blog Archive

Popular Posts