ସର୍ବୋଚ୍ଚ ବନ ରାଜ୍ୟ ସମ୍ମାନରେ ସମ୍ମାନିତ ହେଲେ ଶଶୀ
ଯାଜପୁର--- ରାଜ୍ୟ ବନ ବିଭାଗ ପକ୍ଷରୁ ଭୁବନେଶ୍ୱର ଜୟଦେବ ବାଟିକା ଠାରେ ବିଭାଗର ସୁନାମ ଆଣିଥିବା ଅଫିସର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଡ଼ାଲିଯୋଡ଼ା ରେଞ୍ଜ ର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନପାଳ ଶଶୀଭୂଷଣ ବେହେରା ନିଜର କାର୍ଯ୍ୟ ଦକ୍ଷତା ପାଇଁ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ସର୍ବୋଚ୍ଚ ବନ ରାଜ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।ସାମ୍ବାଦିକ ଶିବ କେତନ ମହାନ୍ତି ,ଓଡିଶା ପ୍ରଗତି ଦଳ ର ସଭାପତି ଟୁଲୁ ଜେନା, ଚଣ୍ଡିଖୋଲ ବାର ର ବରିଷ୍ଠ ଆଇନ ଯିବି ନିରଂଜନ ସାମଲ , ପରିବେଶବିତ ଅନିଲ କୁମାର ଦାସ ପ୍ରମୁଖ ନିଜ ନିଜର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଯାଜପୁର ଜିଲ୍ଲା ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ,୨୪/୩/୨୦୨୧-----୬,୨୦