Breaking News

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ଛଅ ଗିରଫ

ସାକ୍ଷୀଗୋପାଳ----- ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଛି । ଏମାନେ ବହୁ ଚାଞ୍ଚଳକର ବୟାନ ଦେଇଛନ୍ତି । ପୁରୀ ଏସପି ଏହି ଚାଞ୍ଚଳକର ଗୁମର  ଖୋଲିବେ । ତଥାପି ଏହି ଟ୍ରିପଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡିକୁ ପୋଲିସ ଏବେ ବି ଖୋଜୁଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts