ଫାନି ବାତ୍ୟାରେ କ୍ଷତିଗସ୍ତ ପକୃତ ହିତାଧିକାରୀ ଚିହ୍ନଟ ଦାବୀରେ ତହସିଲ ଅଫିସ ଘେରାଉ
ବାଲିଅନ୍ତା--- ଫାନି ବାତ୍ୟାରେ ଲୋକମାନଙ୍କର ଘର ଦ୍ୱାର, ଗଛପତ୍ର, ବିଦ୍ୟୁତ , କୁକୁଡା ଚାଷୀ, ଛତୁ ଚାଷୀ, ଗୋ ପାଳନ, ପନିପରିବା ଚାଷ, ଫଳଚାଷ ଆଦି କ୍ଷତି ହୋଇଥିଲା । ରାଜ୍ୟ ସରକାର ଫାନିରେ କ୍ଷତିଗସ୍ତ ହୋଇଥିବା ହିତାଧିକାରୀ ମାନଙ୍କୁ ବିଭିନ୍ନ ସାହାର୍ଯ୍ୟ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି । ମାତ୍ର ପକୃତ କ୍ଷତିଗସ୍ତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବାରେ ବ୍ୟତିକ୍ରମ କରାଯାଇଛି ଓ ପ୍ରସ୍ତୁତ କରାଯାଇଥବା ତାଲିକା ସାର୍ବଜନୀନ କରିବା ଦାବିରେ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ବିଜେପି ପକ୍ଷରୁ ଘେରାଉ କରାଯାଇଥିବା ଜଣାପଡିଛି ।
ବାଲିଅନ୍ତାରୁ ଗୋବର୍ଦ୍ଦନ ଦାଶ
ବାଲିଅନ୍ତାରୁ ଗୋବର୍ଦ୍ଦନ ଦାଶ