Breaking News

ସବୁଜ ଡେଲାଙ୍ଗ ଅଭିଯାନ ,ଖେଲାଉର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ

Green Delang campaign was held at Khelaur Primary School

ଡେଲାଙ୍ଗ : "ମୋ ଡେଲାଙ୍ଗ - ସବୁଜ ଡେଲାଙ୍ଗ ଅଭିଯାନ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳାଉର ସାନପଡା ଡେଲାଙ୍ଗରେ । ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ସବୁଜ ଡେଲାଙ୍ଗ ପରିବାର।|ସମ୍ବାଦ ସାହିତ୍ୟଘର ପକ୍ଷରୁ ହେଉଥିବା ବୃକ୍ଷରୋପଣକୁ ସ୍ୱାଗତ କରିବାସହ ଅଭିଯାନର ଆବାହକ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ଡେଲାଙ୍ଗ କୁ ସବୁଜ ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଖେଳାଉର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସ୍ନେହଲତା ସାହୁ, ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ, ଶିକ୍ଷକ କବି ଚନ୍ଦ୍ରଶେଖର, ସମାଜସେବୀ କାଶୀନାଥ ସାହୁ, ବିଦ୍ୟାଳୟ କମିଟି ସଦସ୍ୟ ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବାଦ ଡେଲାଙ୍ଗ ପ୍ରତିନିଧି ଚନ୍ଦ୍ରଶେଖର ବିଶ୍ୱାଳ ବୃକ୍ଷରୋପଣ ରେ ସମସ୍ତେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହିଅବସରରେ ପ୍ରକୃତିମିତ୍ର ଆଇନୀଜୀବୀ ହୃଷୀକେଶ ପାଢ଼ୀ ଅତିଥି ମାନଙ୍କ ସହିତ ବୃକ୍ଷଧରି ଡେଲାଙ୍ଗ କୁ ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୮/୨୦୨୨----୮,୧୦ Sakhigopal News,6/8/2022

Blog Archive

Popular Posts