Breaking News

ଗରିବର ସାଥି ପରିବାର ତରଫରୁ ୨୦୦ ପ୍ୟାକେଟ ଶୁଖୁଲା ଖାଦ୍ୟ ବଣ୍ଟନ,ଗୋ ସେବା


ସାକ୍ଷୀଗୋପାଳ--- ଗୋପ ବ୍ଲକ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ କର୍ମ ଭୂମି ଡ଼ଭାର ଗ୍ରାମର ବନ୍ଯା ବିପନ୍ନ ଙ୍କୁ ସତ୍ୟବାଦୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗରିବର ସାଥି ପରିବାର ତରଫରୁ ୨୦୦ ପ୍ୟାକେଟ ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହାସହିତ ଗୋ ମିତ୍ର ବାଲୁଙ୍କେଶ୍ୱର ଦ୍ୱାରା ଗୋ ମାତା ଙ୍କ ଚିକିତ୍ସା ଓ ମେଡ଼ିସିନ ଇତ୍ୟାଦି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସନ୍ଦୀପ ମହାପାତ୍ର,ନିରଞ୍ଜନ ବିଶ୍ୱାଳ,ସବିତା ମହାପାତ୍ର,ବାଲୁଙ୍କେଶ୍ୱର ମହାପାତ୍ର, ଚନ୍ଦନ ମହାପାତ୍ର,ବରିଷ୍ଠ ସମାଜ ସେବୀ ଦୃଗେଶ ପ୍ରସାଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୮/୨୦୨୨----୮,୪୦ Sakhigopal News,21/8/2022

Blog Archive

Popular Posts