Breaking News

ଡେଲାଙ୍ଗ ରେ ଧଳାଜହର ଜବତ, ମହିଳା ଅଟକ

ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡିଚିପାଟଣା ଗ୍ରାମ ରୁ ପୁରୀ ଅବକାରୀ ବିଭାଗ ଧଳାଜହର ସହିତ ଜଣେ ମହିଳା ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହା ଆଗରୁ ମହିଳାଙ୍କ ସ୍ବାମୀ ଗିରଫ ହୋଇଥିଲେ । ଡେଲାଙ୍ଗ ରେ ଧଳାଜହର ବେପାରୀ ଭାବେ ମହିଳା ଜଣଙ୍କ ବେଶ ପରିଚିତ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୮/୨୦୨୨---୧୦,୨୦   Sakhigopal News,26/8/2022

Blog Archive

Popular Posts