ପ୍ରଧାନ ଶିକ୍ଷକ ଙ୍କ ପରଲୋକ
ନୟାଗଡ---- ଦଶପଲ୍ଲା ବ୍ଲକ ଘୁଗୁଡିପଡ଼ା ପଞ୍ଚାୟତ ମକରପ୍ରସାଦ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁ ରେ ତାଙ୍କ ପରିବାର,ତାଙ୍କ ଗ୍ରାମ କଦଳିବାରି ଗ୍ରାମର ଗ୍ରାମବାସୀ, ଓ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୦୨୨---୧୨,୪୫ Sakhigopal News,20/8/2022