Breaking News

ଡେଲାଙ୍ଗ ରେ ନବଜାତ ଶିଶୁ କନ୍ୟା ଉଦ୍ଧାର


 ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ର ବାରବାଟି ପଡିଆ ନିକଟରେ ନବଜାତ ଶିଶୁ କନ୍ୟା କୁ ଥୋଇ ଦେଇ ପାଇଛି । ଶିଶୁ କନ୍ୟା ଟିକୁ ଦେଖି ସ୍ଥାନୀୟ ଯୁବକ ମାନେ ଆଶା ଦିଦି ସହଯୋଗ ରେ ଶିଶୁ କନ୍ୟା ର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୮/୨୦୨୨---୧୦,୨୦  Sakhigopal News,26/8/2022

Blog Archive

Popular Posts