>>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • ଭଞ୍ଜନଗର ଏନ୍ଏସି ପକ୍ଷରୁ ସେଛାକୃତ ରକ୍ତଦାନ ଶିବିର:୭୬ ୟୁନିଟ୍ ରକ୍ତ ସଂଗ୍ରହ



    ଭଞ୍ଜନଗର--ସ୍ବାୟତ୍ତଶାସନ ଦିବସ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବୁଧବାର ଟାଉନ ହଲ ଠାରେଏକ ସେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ନଗରପାଳ ଗୋପବନ୍ଧୁ ମହାପାତ୍ର ଙ୍କପୌରୋହିତ୍ୟରେ ଆୟୋଜିତ ଏହି ଶିବିରରେ ୭୬ ଜଣ ସେଛାକୃତ ଭାବେ ଭାବେ ରକ୍ତଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ଯୋଗଦେଇ ସେଛାକୁତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।  ଉପଖଣ୍ଡ ସୁଚନା ଅଧିକାରୀ ଗୌରୀ ଶଙ୍କର ରଥ,ଉପଖଣ୍ଡ ମେଡିକାଲ ଅଧୀକ୍ଷକ ଡା ସୀତାଂଶୁ ଶେଖର ଶତପଥୀ,ଏନଏସି କାଯ୍ୟନିବାର୍ହ ଅଧିକାରୀ ଆଶୁତୋଷ ଗୌରବ କର ଓ ସରକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ସେଛାସେବୀ ଶୂଳପାଣି ଶତପଥୀ,ଏନଏସି କନ୍ଧମାଳ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ଉପସ୍ଥିତ ରହିଥିଲେ ।ଏହି ଶିବିରରେ ସେଛାକୃତ ଭାବେ ସବ୍ ରେଜିଷ୍ଟର ଅଧିକାରୀ ଅନିଲ କୁମାର ଆଚାର୍ଯ୍ୟ, ବିପଦର ବନ୍ଧୁ ,କନ୍ୟକା ପରମଶ୍ବେରୀ ମହିଳା ସଂଘ ଅନୁଷ୍ଠାନର କର୍ମକର୍ତ୍ତା ,ଏନଏସିର ସମସ୍ତ କାଉସିଲର,ଅଧୀକାରୀ ଓ କର୍ମଚାରୀ ସେଛାକୃତ ଭାବେ ରକ୍ତଦାନ କରିଥିଲେ । ଭଞ୍ଜନଗର ରକ୍ତଭଣ୍ଡାର ସମସ୍ତ କର୍ମଚାରୀ  ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।ଶେଷରେ ସମସ୍ତ ରକ୍ତଦାତାଙ୍କୁ ନଗରପାଳ ଶ୍ରୀ ମହାପାତ୍ର ପ୍ରଂଶସାପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୮/୨୦୨୨----୬,୫୦    Sakhigopal News,31/8/2022

    Blog Archive

    Popular Posts