Breaking News

ପାଣିରେ ବୁଡି ଯୁବକର ମୃତ୍ୟୁ


ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ରାଜୀବ କୁମାର ନିଶଙ୍କ ବୟସ 20 ।     ପିତା -ଚିତ୍ରସେନ ନିଃସଙ୍କ ବୋଲି ଜଣାପଡିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୮/୨୦୨୨---୮,୨୦ Sakhigopal News,21/8/2022

Blog Archive

Popular Posts