Breaking News

ସେବାୟତଙ୍କର ଶ୍ରାଦ୍ଧବାର୍ଷିକ ଆସିଲେ ମନେ ପଡନ୍ତି ସେ ଦିନର କେଦାରଗୌରି



ସାକ୍ଷୀଗୋପାଳ------  ଯେପରି  କଥାରେ ଅଛି ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିବ ତାହା କେହି କହିପାରିବେ ନାହିଁ ଠିକ ସେହିପରି ସାକ୍ଷୀଗୋପାଳ ସେବାୟତ ତଥା ବ୍ରଜବଧଂ ଖୁଣ୍ଠିଆଙ୍କର ମୃତ୍ୟୁ ଘଟିବା ପରେ ପରେ ତାଙ୍କର ସହ ଧର୍ମଣୀ ଲକ୍ଷ୍ମୀପିୟା ଖୁଣ୍ଠିଆଙ୍କର ମୃତ୍ୟୁ ଘଟିଥିଲା । ଯାହାକି ସେ ସମୟରେ ଲୋକମାନେ  କେଦାରଗୌରି ଙ୍କୁ ଦେଖିବା ପାଇଁ ତାଙ୍କ ବାସଭବନ ସେବକସାହିରେ ଭିଡ ଲାଗିଥିଲା ।  ଗୋଟିଏ ଘରୁ ଦୁଇଟି ଶବ ବାହାରିଥିଲା । ସେ ସମୟରେ ଉପସ୍ଥିତ ଥିବା ଲୋକମାନଙ୍କ ଆଖିରେ ଳୁହ ରହିନଥିଲା । ଦୁଇଜଣ ଯାକ ମିଷ୍ଟଭାଷୀ ,ମେଳାପୀ ତଥା ପରୋପକାରୀ ଓ ଠାକୁରଭକ୍ତ ଥିଲେ । ତାଙ୍କର ଆଜି ବାସଭବନ ସାକ୍ଷୀଗୋପାଳ ସ୍ଥିତ ସେବକସାହି ନିଜସ୍ୱ ବାସଭବନରେ ପଞ୍ଚମ ଶ୍ରାଦ୍ଧବାଷିକ ପାଳନ କରାଯାଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୮/୨୦୨୨----୪,୫୦    Saakhigopal News, 27/8/2022

Blog Archive

Popular Posts