Breaking News

ସତ୍ୟବାଦୀରୁ ପୁରୀ ଅବକାରୀ ବିଭାଗ ବିପୁଳ ପରିମାଣର ବିଦେଶୀ ମଦ ଜବତକଲା ; ଜଣେ ଗିରଫ



ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ବେହେରାସାହିର ସୁଶାନ୍ତ ରାଉତଙ୍କ ଘର ଉପରେ ପୁରୀ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଡାଉ କରାଯାଇଛି ।  ଏହି ଚଡାଉ ସମୟରେ ପୁରୀ ଅବକାରୀ ଅଧିକାରୀଙ୍କ ସହିତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।  ଚଡାଉ କରି ୧୩ ଲିଟର ୫ଶହ ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି । ଶ୍ରୀ ରାଉତଙ୍କୁ ଗିରଫ କରିବା ସହ ତାଙ୍କ ନାମରେ ୯୩/୨୨ରେ ଏକ କେସରୁଜ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ସତ୍ୟବାଦୀ ପୋଲିସ କେଉଁ ଅଞ୍ଚଳରେ ମଦ ବିକ୍ରୟ ହେଉଛି ତାହା ଜାଣି ପାରୁନି ବୋଲି ବୁଦ୍ଧଜୀବୀ ମାନେ ଆଲେଚନା କରୁଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୮/୨୦୨୨---୮,୪୦ 

  Sakhigopal News , 29/8/2022

Blog Archive

Popular Posts