Breaking News

ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଶୁଭେନ୍ଦୁ ରାୟ


ଭଞ୍ଜନଗର - ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଶୁଭେନ୍ଦୁ ରାୟ ଶୁକ୍ରବାର ଦିନ  ଦ୍ବାୟିତ୍ବ ଗ୍ରହଣ କରିଛନ୍ତି ।  ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜଣାଇଛନ୍ତି ।  ଏନେଇ  କର୍ମଚାରୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି । ପ୍ରକାଶ ଥାଉକି  ଶୁଭେନ୍ଦୁ ରାୟ କିଛି ମାସ ପୂର୍ବରୁ  ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏମଭିଆଇ ଭାବେ କାର୍ଯ୍ୟ ତୁଲାଇଥିଲେ ।  ଲୋକଙ୍କ ନିକଟତର ହୋଇଥିଲେ ।  ପଦୋନ୍ନତି ପାଇ  ପୁରୀ ପରିବହନ କାର୍ଯ୍ୟଳୟକୁ  ଅଧିକାରୀ ଭାବେ ବଦଳି ହୋଇଥିଲା । ସେଠାରୁ ପୁଣି ଭଞ୍ଜନଗର ଆଞ୍ଚଳିକ ପରୀବହନ ଅଧିକାରୀ ଭାବେ ବଦଳି ହୋଇ କାର୍ଯ୍ୟରେ  ଯୋଗ ଦେଇଛନ୍ତି ଶ୍ରୀ ରାୟ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୮/୨୦୨୨---୯,୫୫ Sakhigopal News,26/8/2022

Blog Archive

Popular Posts