Breaking News

ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ


ବଳଙ୍ଗା--- ପୁରୀ ଜ଼ିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ ମିଶ୍ର  ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପିପିଲି ବ୍ଳକ ଅନ୍ଳତର୍ଗତ ବଳଙ୍ଗା ଥାନାରେ ପହଞ୍ଚି ପୁରୀ ଆରକ୍ଷୀ ଅଧିକ୍ଷକ ଙ୍କ ଉଦ୍ଦେଶ୍ୟରେ  ଏକ ଦାବିପତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ପ୍ରଦାନ କରାଯାଇଛି । ଅଭିଯୁକ୍ତଙ୍କୁ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଗିରଫ କରି ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛି ପୁରୀ ଜିଲ୍ଲାର କଂଗ୍ରେସ  ଦଳ | ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୭/୨୦୨୫---୮,୨୫ Sakhigopal News 20/7/2025

Blog Archive

Popular Posts