Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ



ସାକ୍ଷୀଗୋପାଳ---- କିମ୍ବଦନ୍ତୀ ନାୟକ, ଯୁଗପୁରୁଷ ତଥା ମହାନ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଭାରତ ବର୍ଷରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯାଗିତ୍‌ା ଅନୁଷ୍ଠିତ ହୋଇଥିଲା ।   ମ୍ୟୁଜିକ ଚେୟାରରେ ୫ମଶ୍ରେଣୀର ଛାତ୍ରୀ ଧରିତ୍ରୀ ପ୍ରଧାନପ୍ରଥମ  ଦୁତୀୟ ସ୍ଥାନରେ ୮ମ ଶ୍ରେଣୀର ଛାତ୍ରୀ ଦୀପ୍ତିମୟୀ ଦାସ, ତୁତୀୟ ସ୍ଥାନରେ ୭ମ ଶ୍ରେଣୀର ଛାତ୍ରୀ ରଶ୍ମିତା ଭୋଇ,  ପୁଚିରେ ୫ମ ଶ୍ରେଣୀର ଛାତ୍ରୀ ପିୟଦର୍ଶନୀ ସାହୁ ପ୍ରଥମ, ୨ୟ ଶ୍ରଣୀର ଛାତ୍ରୀ ଅଙ୍କିତା ଦାସ ଦୁତୀୟ, ୪ର୍ଥ ଶ୍ରେଣୀର ଛାତ୍ରୀ ମେନାଲିସା ରାଉତ ତୁତୀୟ ,  ଲେମ୍ବୁ ଚାମଚ ରେସରେ ୪ର୍ଥ ଶ୍ରେଣୀର ଛାତ୍ର ଶିବୁନା ପଣ୍ଡା, ପିୟୁସ ସେନାପତି୫ମ ଶ୍ରେଣୀର ଛାତ୍ର ଦୁତୀୟ, ହିଂମାଶୁ ମହାପାତ୍ର ୪ର୍ଥ ଶ୍ରେଣୀର ଛାତ୍ର ତୁତୀୟ ସ୍ଥାନ ଅଧିକାର କରିଥିବା ବେଳେ  ଦୌଡିଡିଆଁ ରେ ୮ମ ଶ୍ରେଣୀର ଛାତ୍ରୀ ଦୀପ୍ତିମୟୀ ଦାସ, ପ୍ରଥମ, ଦୁତୀୟ ସ୍ଥାନରେ ୭ମଶ୍ରେଣୀର ଛାତ୍ରୀ ଭାଗ୍ୟଲକ୍ଷ୍ମୀ ମଙ୍ଗରାଜ, ତୁତୀୟ ସ୍ଥାନରେ ସ୍ମୃତିପ୍ରଜ୍ଞା ଦାସ  ସେହିପରି  ସ୍କାକରେସରେ ପ୍ରଥମ ସ୍ଥାନରେ ୭ମ ଶ୍ରେଣୀର ଛାତ୍ର ଗୁରୁଚରଣ ପରିମାଣିକ, ୨ସ୍ଥାନରେ  ଆଦିତ୍ୟ କୁମାର ମହାପାତ୍ର ୬ଷ୍ଠ ଶ୍ରେଣୀର ଛାତ୍ର ଓ ୩ୟ ସ୍ଥାନରେ ଚନ୍ଦନ ମହାପାତ୍ର ସଫଳତା ହାସିଲ କରିଥିଲେ । ସେହିପରି   ଖୋ- ଖୋ, ଭଲିବଲ, କବାଡି, ଚିତ୍ରାଙ୍କନ, ବକ୍‌ୁତା ,ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଫଳତା ହାସିଲ କରିଥିବା ଛାତ୍ର ଛାତ୍ରୀ ଓ ଗ୍ରୁଫ ପିଲାମାନଙ୍କୁ  ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସିଟି ସ୍କୁଲର ପିଲାମାନଙ୍କୁ ନେଇ ଏକ ର‌୍ୟାଲି ବାହାରି ବଜାର ପରିକ୍ରମା କରିଥିଲା । ଶୋଭାଯାତ୍ର ସମୟରେ ପିଲା ମାନେ ବିଭିନ୍ନ ଲେଖା ଥିବା ପ୍ଳାର୍କଡ ସହିତ ଧ୍ୟାନଚାନ୍ଦ ଅମର ରହେ ଆଦି ସ୍କୋଗାନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇ, ଦୁର୍ଯ୍ୟୋଧନ ସାହୁ ଶିକ୍ଷକ ବିଜୟ କୁମାର ପରିଡାଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୮/୨୦୨୨----୮,୫୦  

 Sakhigopal News, 29/8/2022

Blog Archive

Popular Posts