Breaking News

>>
  • ସମ୍ପତ୍ତି ବାଡିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଶାଳୀ କୁ ହାଣିଲା ଭିଣୋଇ
  • >>
  • ବିଶ୍ବ ପରିବେଶ ସୁରକ୍ଷା ଦିବସରେ ଭଞ୍ଜନଗର ବ୍ଲକ ବାହାଡାପଦର ନୋଡାଲ ହାଇସ୍କୂଲକୁ ପ୍ରକୃତି ମିତ୍ର ପୁରସ୍କାର ପାଇଲା
  • >>
  • ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ
  • >>
  • ଆମିଷ ବଜାର ପାଇଁ ମୁଖ୍ୟ ରାସ୍ତା ଅବରୋଧ; ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
  • >>
  • ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭିଡିଓ ବାର୍ତ୍ତା
  • >>
  • ଓଡ଼ିଆ ବିଶ୍ବବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ
  • >>
  • ପ୍ରଧ୍ୟାପକ ସ୍ଵର୍ଗତ ଅଶୋକ ତ୍ରିପାଠୀଙ୍କ ସ୍ମୃତିରେ ମେଧାବୀ ଛାତ୍ରୀ ସମ୍ବର୍ଦ୍ଧନା ଓ କବିତା ଆସର ଅନୁଷ୍ଠିତ
  • >>
  • ଟାଟା ପାୱାର ର ଲୁଚକାଳି ଖେଳରେ ହିନସ୍ଥା ଭୋଗୁଛନ୍ତି ଉପୋଭକ୍ତା
  • >>
  • ସରକାରୀ ପୋଷ୍ଟ ଅଫିସରେ ପଶି ଆସବପତ୍ର ଭଙ୍ଗାରୁଜା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକ ଗିରଫ
  • >>
  • ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କାରଣ ଅସ୍ବଷ୍ଠ
  • >>
  • ତାରାସିଙ୍ଗି ବନାଞ୍ଚଳରେ ସମ୍ବର ଶିକାର.ଦୁଇ ଶିକାରୀ ଗିରଫ , ମାଂସ,ଶିଙ୍ଗ ଓ କାତି ଜବତ, ଦୁଇ ଫେରାର
  • >>
  • ସରିଲା ଦେବ ବିବାହ ଓ ସମ୍ବଲପୁରର ମହାପର୍ବ ଶୀତଳ ଷଷ୍ଠି ;ସମ୍ବଲପୁର ଦେଖାଇଲା ମାନବୀୟ ମହାନତାର ମହାପର୍ବ
  • >>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • ଝରାପାଲି ମାର୍କେଟ ପ୍ରାଙ୍ଗଣ ଠାରେ ସ୍ଵାଧୀନତା ର ଅମୃତ ମହୋତ୍ସବ


    ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ପ୍ରାଙ୍ଗଣ ଠାରେ ସ୍ଵାଧୀନତା ର ଅମୃତ ମହୋତ୍ସବ ଓ ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।  ଏହି ସମୟରେ ଝରାପାଲି ମାର୍କେଟ ସରକାର ଭରତ ଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ସଂକ୍ରିଡା ପେକ୍ସ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ଏହି ସମୟରେ ଭେଡେନ ଜିଲ୍ଲା ପରିଷଦ ଜୋନ ୨ ସଭ୍ୟ ସତ୍ୟଜିତ ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ ଚାନ୍ଦ,ସଂକ୍ରିଡା ସମିତି ସଭ୍ୟ  ଚାଷୀଗିରି ନଈ ଯୋଗ ଦେଇଥିଲେ। ଏହି ସମୟରେ ଝରାପାଲି ମାର୍କେଟ କର୍ମଚାରୀ, ସଂକ୍ରିଡା ପେକ୍ସ ର ସମସ୍ତ କର୍ମଚାରୀ ଓ ଉପଦେଷ୍ଟା ସଭ୍ୟ /ସଭ୍ଯା ମାନେ ଯୋଗଦାନ କରି ୭୬ତମ ସ୍ଵାଧୀନତା ଦିବସ ପାଳନ କରିଥିଲେ।ଏହା ମାର୍କେଟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଯୋଗଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୮/୨୦୨୨---୮,୧୦ Sakhigopal News,16/8/2022

    Blog Archive

    Popular Posts