Breaking News

ସତ୍ୟବାଦୀ ଥାନାରେ ପୁରୁଣା ୱାରେଣ୍ଟି ଗିରଫ

An old warrant was issued at the Satyavadi police station.

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନାରେ ପଡି ରହିଥିବା ୱାରେଣ୍ଟି ମାନଙ୍କୁ ଧରପଗଡ ପୁଣି ପ୍ରକିୟା ଆରମ୍ଭ ହୋଇଯାଇଛି । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଗୁରୁବାର ରାତିରେ ବାଲିସାହି ଗ୍ରାମ ଉପରେ ଚଡାଉ କରି ମୁରଲି ଧର ମହାନ୍ତିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ନାମରେ ୨୦୧୬ ମସିହାରୁ ଏକ ୱାରେଣ୍ଟି ଥିଲା । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୨---୪,୨୦    

 Sakhigopal News, 17/6/2022

Blog Archive

Popular Posts