ଡେଲାଙ୍ଗରେ JMFC COURT ପ୍ରତିଷ୍ଠା ଦାବି ଉଠାଇବା ସହ ମନ୍ତ୍ରୀଙ୍କୁ ଭେଟିଲେ ଆଇନଜୀବୀ
The lawyer met with the minister to demand the establishment of JMFC COURT in Delang
ଡେଲାଙ୍ଗ---- ଡେଲାଙ୍ଗରେ JMFC COURT ପ୍ରତିଷ୍ଠା ଦାବି ଉଠାଇଛନ୍ତି ଆଇନଜୀବୀ ମାନେ । ସ୍ଥାନୀୟ ଯୁବ ବିଧାୟକ ଶ୍ରୀ ରୁଦ୍ରପ୍ରତାପ ମହାରଥୀ ଏହାକୁ ସ୍ବାଗତ କରିଛନ୍ତି । ତାଙ୍କ ନେତୃତ୍ୱରେ ପିପିଲି ଡେଲାଙ୍ଗ ଅଞ୍ଚଳର ଆଇନିଜୀବି ମାନେ ରାଜ୍ୟ ଆଇନିମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କୁ ଆଜି ଭେଟିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଠାରେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ ଉପସ୍ଥିତ ରହିଥିଲେ । ଡେଲାଙ୍ଗରେ କୋର୍ଟ ଖୋଲିବା ସମ୍ପର୍କରେ ସହୃଦୟତାର ସହ ବିଚାର କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୬/୨୦୨୨---୧,୪୦ Sakhigopal News,19/6/2022