>>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି କର୍ଯ୍ୟକ୍ରମ

       Group Awareness and Teaching Growth Programs.                  
                                                  
                                    
     
    ଡେଲାଙ୍ଗ---- ଜ଼ିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ଶିକ୍ଷକ ପ୍ରଶିକ୍ଷକ ଡ଼ଃ ସ୍ବାଗତମ୍ ଦାଶ ଙ୍କ ଦ୍ୱାରା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ  ପିଢ଼ପାଟଣା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ  ପରିସରରେ ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି ଶିବିର ଅନୁଷ୍ଠିତ ହୋଇଯାଇଛି । ରେଞ୍ଚ ସାଧନକେନ୍ଦ୍ରର ଗୋଷ୍ଠୀ , ଶିକ୍ଷକ ଏବଂ ସାଧନସଂଯୋଜଙ୍କୁ ନେଇ ଜାତୀୟ ଶିକ୍ଷାନୀତି --୨୦୨୦ ର ଧାରଣା, ନୀତି ଓ ନିୟମାବଳୀ ଡିଜିଟାଲ ମାଧ୍ୟମରେ ପ୍ରଶିକ୍ଷକ ଆଲୋଚନା କରିଥିଲେ । ସାଧନସଂଯୋଜକ ଦୁର୍ଯ୍ୟୋଧନ ପ୍ରଧାନ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା, ଧନ୍ଦାମୂଳକଶିକ୍ଷା, ଆଇସିଟି ର ବ୍ୟବହାର, ଗୋଷ୍ଠୀ ସମ୍ପୃକ୍ତି ଗୀତ ମାଧ୍ୟମରେ ଆଲୋଚନା କରିଥିଲେ । ଏହି କର୍ଯ୍ୟକ୍ରମରେ  ଶିକ୍ଷକ ରବୀନ୍ଦ୍ର ବେହେରା, ଦିଲ୍ଲୀପ କୁମାର ନାୟକ, ଗୋପକୃଷ୍ଣ ତ୍ରିପାଠୀ, ଚକ୍ରଧର ମହାପାତ୍ର, ଜଗନ୍ନାଥ ପରିଡା, ଶିକ୍ଷୟିତ୍ରୀ ଦ୍ରୌପଦୀ ସ୍ୱାଇଁ, କମିଟି ସଭାପତି ଦିବାକର ମହାପାତ୍ର, ମହେନ୍ଦ୍ର ବିଶ୍ୱାଳ,କମିଟି ସଭ୍ୟା ସୁଲୋଚନା ସ୍ୱାଇଁ, ସୁରମା ଜେନା, ସୁକାନ୍ତି ପରିଡା ଯୋଗ ଦେଇଥିଲେ । ସାଧନସଂଯୋଜ ଦୟାନିଧି ମାର୍ଥା, କ୍ଷେତ୍ରବାସୀ ଆଳୁକ, କର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ର  ପ୍ରଧାନଶିକ୍ଷକ ଦିଗମ୍ବର ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
    ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୬/୨୦୨୨----୮,୨୦ ,. Sakhigopal News,26/6/2022

    Blog Archive

    Popular Posts