Breaking News

ଅଳ୍ପକେ ବର୍ତ୍ତଗଲେ ଚାରିଜଣ


At least four people
 


ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ପଟ୍ଟନାୟକିଆ -ଖୋର୍ଦ୍ଧା ରାସ୍ତାର କୁଆପଦା ଗ୍ରାମ ଛକ ନିକଟରେ ଏକ କାର ରାସ୍ତା କରରେ ଥିବା ଆମ୍ବ ଗଛକୁ ଧକ୍କା ଦେଇଛି । ଗାଡିର ନଂ ସିଜି-୧୩-ଏଈ-୮୮୩୮ । କାରଟି ଖୋର୍ଦ୍ଧାପଟୁ ଆସୁଥିବା ସମୟରେ ଗାଡି ଚାଳକଙ୍କର ଆଖି ପଡିଯାଇଛି । ଯାହା ଫଳରେକି ରାସ୍ତା କରରେ ଥିବା ଆମ୍ବ ଗଛରେ ଗାଡିଟି ଯାଇ ମାଡ ହୋଇ ଅଟକି ଯାଇଛି । ଯାହା ଫଲରେକି କାରରେ ଥିବା ଚାରିଜଣ ଅଳ୍ପକେ ବଡ ଦୁର୍ଘଟଣାରୁ ରକ୍ଷାପାଇଯାଇଛନ୍ତି । ଏହି ଘଟଣା ସକାଳ ସମୟରେ ହୋଇଥିଲେ ମଧ୍ୟ ଡେଲାଙ୍ଗ ପୋଲିସ ପାଖରେ କୌଣସି ଖବର ନାହିଁ । ଯାହାକି ଡେଲାଙ୍ଗରେ ବେଶ ଆଲେଚନାର ବିସୟ ହୋଇଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୨----୪,୫୦    

Sakhigopal News, 19/6/2022

Blog Archive

Popular Posts