କୁଖ୍ୟାତ ଅପରାଧୀ ଶଙ୍କର ଗିରଫ , ଗୋଟିଏ ମାଉଜର୍ ଓ ୫ ଜୀବନ୍ତ ଗୁଳି ଜବତ
Shankar, a notorious criminal, was arrested, a machete and five live ammunition were seized.
ଭଞ୍ଜନଗର– ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜାମ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୧୩ ରୁ ଉର୍ଦ୍ଧ୍ବ ଅପରାଧୀକ ମାମଲା ରେ ସଂପୃକ୍ତ ଥିବା ଗଞ୍ଜାମ ପୋଲିସ ର ମୋଷ୍ଟ ଓ୍ବାଣ୍ଟେଡ୍ ଶଙ୍କର ନାଇକ କୁ ଗିରଫ କରିଛି ଜଗନ୍ନାଥପ୍ରସାଦ ପୋଲିସ । ମୋଷ୍ଟ ଓ୍ବାଣ୍ଟେଡ ଶଙ୍କର ’ଠାରୁ ଗୋଟିଏ ମାଉଜର୍ , ୫ ଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ପୋଲିସ୍ ଉପରକୁ ବୋମାମାଡ , ହତ୍ୟା , ହତ୍ୟା ଉଦ୍ୟମ , ଡ଼କାୟତି ଭଳି ସଙ୍ଗୀନ ଅପରାଧ ରେ ସଂପୃକ୍ତ ଥିବା ନେଇ ଜଗନ୍ନାଥପ୍ରସାଦ ଥାନାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର । ଗିରଫ ଅଭିଯୁକ୍ତ ର ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବେଗୁନିଆ ଗାଁ ରେ ବୋଲି ଏସଡିପିଓ ଶ୍ରୀ ମିଶ୍ର କହିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨---୮,୧୦ Sakhigopal News,25/6/2022