ଉତ୍କଳ ସମ୍ମଳନୀ ପକ୍ଷରୁ ଗୋପବନ୍ଧୁଙ୍କ 94 ତମ ଶ୍ରାଦ୍ଧବାର୍ଷିକୀ ପାଳିତ
The Utkal Conference celebrates Gopbandhu's 94th birthday.
ସାକ୍ଷୀଗୋପାଳ ----- ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ପରିସରରେ ଉତ୍କଳ ସମ୍ମଳନୀ ପୁରୀ ଶାଖା ପକ୍ଷରୁ ଗୋପବନ୍ଧୁ ଦାସଙ୍କ୯୪ ତମ ଶ୍ରାଦ୍ଧବାର୍ଷିକୀ ନେତ୍ରୋତ୍ସବ ଅବସରରେ ପାଳିତ ହୋଇଯାଇଛି । ଏହି ଅବସରରେ ପଞ୍ଚସଖା ସମାଧିପୀଠରେ ପୁଷ୍ପ ଓ ଧୂପ ପ୍ରଦାନ କରାଯାଇଥିଲା । ଗୋପବନ୍ଧୁଙ୍କ ଉତ୍ସର୍ଗୀକୃତ ସେବା, ସାହିତ୍ୟ, ସାମ୍ବାଦିକତା ଓ ରାଜନୈତିକା ଜୀବନ ସମ୍ପର୍କରେ ଆଲେଚନା କରାଯାଇଥିଲା ।ପୁରୀ ଶାଖା ସଭାପତି ଭୀମସେନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନାମ ମଲିକ, ବିଶାଖା ଦେବୀ, ଅଭୟ ଚରଣ ସାହୁ, ଉଲ୍ଲାସ ଚନ୍ଦ୍ର ପ୍ରଧାନ, ଦାମୋଦର ସାମଲ ସବ୍ୟସାଚୀ ସାମଲ, ସୁଜତା ଦେବୀ, ଦୀନକୃଷ୍ଣ ପ୍ରଧାନ, ଗଜେନ୍ଦ୍ର ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ । କବି ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୬/୨୦୨୨---୭,୧୦
Sakhigopal News, ----29/6/2022