Breaking News

ବାଲି ମାଫିଆ ଏବଂ ତହସିଲଦାରଙ୍କ ମଧୂଚନ୍ଦ୍ରିକା ଏବେ ହାଟରେ ପଡ଼ି ବାଟରେ ଗଡୁଛି

The honey mafia and the tehsildar's honeymoon are now in the market.

ବାଙ୍କୀ---- ବାଙ୍କୀ ମହାନଦୀର ଅପର ପାର୍ଶ୍ଵରେ ଥିବା ତେନ୍ତୁଳିଆ ବାଲିଘାଟର ସମସ୍ତ ଅବଧି ଶେଷ ହୋଇଯାଇଛି । ମାତ୍ର ସେହି ଘାଟରୁ  ପ୍ରତ୍ୟେକ ଦିନ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ଏହା ଦ୍ବାରା ସରକାର ଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି । ଜନସାଧାରଣଙ୍କ ଆଲୋଚନାର ବିଷୟ ବସ୍ତୁ ପାଲଟିଛି କି ତହସିଲଦାର ଏବଂ ସ୍ଥାନୀୟ ଆରଆଇ ମିଶି ମୋଟା ଅଙ୍କର କାରବାର ହୋଇଛି କି ତାହା ଏବେ ହାଟରେ ପଡ଼ି ବାଟରେ ଗଡୁଛି । ଯାହାକୁ ନେଇ  ବାଲି ଚୋରା ଚାଲାଣ ହେଉଛି ବୋଲି ଲୋକମାନେ କହନ୍ତି । ଯଦି ଏହା ନୁହେଁ ତେବେ ପ୍ରଶାସନ କାହିଁକି ଉକ୍ତ ବାଲିଘାଟ କୁ ସିଲ କରୁନାହିଁ ।    ତହସିଲଦାର , ସ୍ଥାନୀୟ ଆରଆଇ ଏବଂ ବାଲି ମାଫିଆ ଙ୍କ ଭିତରେ ଏହା କି ପ୍ରକାର ର ମଧୁଚନ୍ଦ୍ରିକା ଏବେ ଧରାପଡ଼ି ଯାଇଛି । ଯଦି ତହସିଲଦାର ଏଥିରେ ସମ୍ପୁର୍ଣ ନୁହନ୍ତି ତା ହେଲେ କାହାର ବାହୁ ଛାୟା ତଳେ ରହି ଏଭଳି ବାଲି ଚୋରା ଚାଲାଣ ହେଉଛି  । କଟକ ଜିଲ୍ଲା ପ୍ରତିନିଧି  ମୃତୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ ,୧୯/୬/୨୦୨୨----୬,୨୦     Sakhigopal News,19/6/2022

Blog Archive

Popular Posts