Breaking News

>>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • ମା ଓ ପୁଅକୁ ମାଡମାରିବା ଅଭିଯୋଗରେ ପୁଅ ଗିରଫ

    Son arrested for allegedly beating mother and son
    ଭଞ୍ଜନଗର- ମା ଓ ପୁଅକୁ ମାଡମାରି ପୁଅ ଗଲେ ଜେଲ ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନିକଟ ତାରସିଂ ଗ୍ରାମରେ । ତାରସିଂ ଗ୍ରାମର ସତ୍ୟଭମା ଗୌଡ଼ଙ୍କ ପୁଅ ବସନ୍ତ ଗୌଡ଼ । ଘର ପରିବାର କହିଲେ ବସନ୍ତ,ମା ସତ୍ୟଭମା,ଏକମାତ୍ର ପୁଅ ଓ ସ୍ବୀ ।ଖବର ନେବାରେ ପ୍ରତିଦିନ ବସନ୍ତ ମଦପାନ କରି ଘରକୁ ଫେରି କୈଣସି କାରଣକୁ ନେଇ ସ୍ବୀ ଓ ପୁଅକୁ ମାଡମାରି ଥାଏ । ବସନ୍ତ ଶୁକ୍ରବାର ରାତ୍ରରେ ପୁଣି ମଦପାନ କରି ଘରକୁ ଫେରି ସ୍ବୀ ଓ ପୁଅକୁ ମାଡମାରୁଥିବା ବେଳେ ମା ସତ୍ୟଭମା ସହିନ ପାରି ପୁଅ ବସନ୍ତ କୁ ମାଡ ନ ମାରିବା ପାଇ ବାରଣ କରିଥିଲା । ବସନ୍ତ ରାଗିଯାଇ ମା ସତ୍ୟଭମାକୁ ମଧ୍ୟ ଏକ ଠେଙ୍ଗାରେ ମାଡମାରିବାରୁ ଏହି ଘଟଣାକୁ ନେଇ ମା ସତ୍ୟଭମା ତାରସିଂ ଥାନାରେ ପୁଅ ବସନ୍ତ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନାରେ ଏକ ମାମଲା ରୁଜୁ କରି ତାରସିଂ ପୁଲିସ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨----୮,୪୦ Sakhigopal News,25/6/2022

    Blog Archive

    Popular Posts