Breaking News

ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କଲେ ଭଞ୍ଜନଗର ଉପଜିଲ୍ଲପାଳ

The Bhanjanagar sub-district magistrate paid a surprise visit to the sub-divisional hospital.

ଭଞ୍ଜନଗର --  ଭଞ୍ଜନଗର ଉପଜିଲ୍ଲପାଳ ଜ୍ୟୋତି ପ୍ରକାଶ ରାୟ  ବୁଧବାର ସକାଳ ୯ଟା ସମୟରେ ଉପଖଣ୍ଡ ଚିକିତ୍ସାଳୟରେ ଅଚାନକ ପରିଦର୍ଶନ କରିଛନ୍ତି ।   ରୋଗୀ ମାନଙ୍କ ସହ କିପରି  ସେବା ଯୋଗାଇ ଦିଆଯାଉଛି , ତାହା ଉପରେ ଆଲେଚନା କରିବା ସହ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ପରେ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥୀ ଙ୍କସହ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଉପରେ ଆଲେଚନା କରିଥିଲେ ।  ଯାହା ସମସ୍ୟା ରହିଛି ତାହା ଅତିଶୀଘ୍ର ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲପାଳ । ପରିଦର୍ଶନ ସମୟରେ , ଚିକିତ୍ସାଳୟ ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ , ଡଃ ପ୍ରଣବାନନ୍ଦ ପାତ୍ର ସମେତ କାର୍ଯ୍ୟରତ ଡାକ୍ତର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୬/୨୦୨୨ ---- ୧୦,୧୦  Sakhigopal News,29/6/2022

Blog Archive

Popular Posts