Breaking News

ପଥର ଟ୍ରକ ଜବତ;ଦୁଇ ଗିରଫ

 Stone truck seized; two arrested


ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଏ.ଏସ.ଆଇ ମଞ୍ଜୁଲତା ଦେଇ ପ୍ରାଟୋଲିଙ୍ଗ କରୁଥିବା ବେଳେ ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ସାରୁଗାଡିଆଛକ ନିକଟରେ ଏକ ବେଆଇନ ପଥର ଟ୍ରକ ଜବତ କରିଛନ୍ତି । ପଥର ଟ୍ରକନଂ- ଓଡି-୦୨ଏ.ଏଚ- ୨୮୫୫ । ଗାଡିର ଡ୍ରାଇଭରକୁ କାଗଜପତ୍ର ମାଗିଥିଲେ । ଗାଡିର ଚାଳକ କାଗଜ ପତ୍ର ଦେଖାଇ ପାରିନଥିଲା ।  ଏହାକୁ ନେଇ ସତ୍ୟବାଦୀ ଥାନା କେସନଂ- ୧୯୨/୨୨ରେ ଏକ ମାମଲା ରୁଜ କରି ବିପିନି ବିହାରୀ ପ୍ରଧାନ ଓ କାଳୁ ଜଗଦେବଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୨---୪,୫୫   Sakhigopal News, 30/6/2022

Blog Archive

Popular Posts