Breaking News

ନା ବାଳିକା ନିଖୋଜ; ଥାନାରେ ଅଭିଯୋଗ

No girl missing; Complaint to the police

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା  ଅଞ୍ଚଳର ଜଣେ  ନାବାଳିକା ନିଖୋଜ ନେଇ ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୧୯ ତାରିଖ ଦି୍ୱପହରେ ସମସ୍ତେ ଖାଇ ପିଇ ଶୋଇଥିଲେ । ଉଠିବା ପରେ ଯେ ଯାହା କାମରେ ଲାଗିପଡିଥିଲେ । ସଂଧ୍ୟା ସମୟରେ ଝିଅ୍ର ନଜରକୁ ନ ଆସିବାରୁ ଖୋଜା ଖୋଜି ଆରମ୍ଭ ହୋଇଥିଲା । ରାତିରେ ବିଭିନ୍ନ ଆଡେ ଖୋଜା ଖୋଜି କରିବା ପରେ ଝିଅର କୌଣସି ସନ୍ଦାନ ମିଳିଲାନାହିଁ । ଶେଷରେ  ସତ୍ୟବାଦୀ ଥାନାରେ  ନା ବାଳିକାର ବାପା ଲିଖିତ ଅଭିଯୋଗ କରିବା ପରେ ୧୮୭/୨୨ରେ ଏକ ଅଭିଯୋଗ ରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୬/୨୦୨୨---୫,୦୫ 

 Sakhigopal News, 21/6/2022

Blog Archive

Popular Posts