>>
  • କେବେ ହେବ ସହର ମୁଖ୍ୟ ରାସ୍ତା ସମ୍ପ୍ରସାରଣ , ଦିନକୁ ଦିନ ରାସ୍ତା ହେଉଛି ସଂକୁଚିତ
  • >>
  • ଆଇଆଇଟି ଭୁବନେଶ୍ୱରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ସମ୍ମିଳନୀ ଅନୁଷ୍ଠିତ
  • >>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • ବିଦ୍ୟାଳୟରେ ପାଠ ପଡାଇବା ସହ ମହିଳା ଗୋଷ୍ଠୀ ମାନଙ୍କର ଉନ୍ନତି ପାଇଁ ରାୟଖଣ୍ଡୀ ସରପଞ୍ଚ ଆରମ୍ଭ କଲେ ଯୋଜନା

    The Rayakhandi Sarpanch launched a scheme to improve the lives of women groups by teaching in schools.


    ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ରାୟଖଣ୍ଡୀ ପଞ୍ଚାୟତର ସରପଞ୍ଚ ସତ୍ୟ ନାରାୟଣ ନାୟକ ଏବେ ପଞ୍ଚାୟତର ମହିଳା ଗୋଷ୍ଠୀ ମାନଙ୍କର ଉନ୍ନତି ପାଇଁ ଆରମ୍ଭ କରିଛନ୍ତି ବିଭିନ୍ନ ପ୍ରୟାସ । ଏତିକି ନୁହେଁ ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରି ପିଲାମାନଙ୍କୁ ପାଠ ପଡାଉଛନ୍ତି । ସରପଞ୍ଚ ନ ହେବା ଆଗରୁ ପଞ୍ଚାୟତର ଲୋକମାନଙ୍କର ସମସ୍ୟାର ସମାଧାନ କରି ଆସୁଥିଲେ । ଯାହା ଫଳରେକି ପଞ୍ଚାୟତରେ ସତ୍ୟ ଭାଇ ନାମରେ ପରିଚିତ । ସକାଳୁ ଉଠିଲେ କାହାର କଣ ସମସ୍ୟା ରହିଛି ତାହା ସେ ସମାଧାନର କରୁଛନ୍ତି । ଏବେ ଲୋକମାନଙ୍କର ସେବା କରିବା ସହିତ ବିଭିନ୍ନ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ଉନ୍ନତି ପାଇଁ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହିତ ଆଲେଚନା କରିବ ସହ ମହିଳା ଗୋଷ୍ଠୀ , ଅଙ୍ଗନୱାଡି ଗୃହର ଚତୁପାଶ୍ୱର୍ ସଫା ରଖିବା, ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଯୁବକ ମାନଙ୍କୁ ଧରି ଜାରି ରଖିଛନ୍ତି ।

     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୬/୨୦୨୨--୫,୪୦    Sakhigopla News- 25/6/2022

    Blog Archive

    Popular Posts