Breaking News

ଗଛ କଟାକୁ ନେଇ ମାରପିଟ, ଥାନାରେ ଅଭିଯୋଗ

Treaks and complaining to marapit, thaman.

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳିସପାଟଣା ଗ୍ରାମର ଦୁଃଶାସନ ପତି ତାଙ୍କ ଯାଗାରୁ ଗଛ କାଟୁଥିବା ବେଳେ ଶରତ ପତି ସେଠାରେ ପହଞ୍ଚି ବକାବନା କରିବା ସହ ମାରଧର କରିଥିଲେ । ଏହି ଘଟଣାକୁ ନେଇ ସତ୍ୟବାଦୀ ଥାନାରେ ଦୁଃଶାସନ ଲିଖିତ ଅଭିଯୋଗ କରିବା ପରେ ୧୯୧/୨୨ରେ ଏକ ମାମଲାରୁଜ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯୮/୬/୨୦୨୨----୪,୫୦    

  Sakhigopal News , 29/6/2022

Blog Archive

Popular Posts