Breaking News

ସଡ଼କ ଦୁର୍ଘଟଣାରେ ଫରେଷ୍ଟ କର୍ମଚାରୀଙ୍କ ମୃତ

 
Forest workers killed in road accident


ଭଞ୍ଜନଗର--ଦକ୍ଷିଣ ଘୁମୁସର ବନଖଣ୍ଡ -ବୁଗୁଡା  ବନାଞ୍ଚଳ ଅଧିନ ବାଲିପଦର ବିଟ୍ ରେ କାର୍ଯ୍ୟରତ  ମହିଳା ବନରକ୍ଷୀ ଅସ୍ମିମା ବିବି ବୁଗୁଡା ମିଟିଙ୍ଗ ସାରି ସ୍ମୁଟି ଯୋଗେ ଘରକୁ ଫେରୁଥିଲେ । ବାଲିପଦର ଆସିବା ବେଳେ ବଡନଦୀ ବିଜ୍ ଉପରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର  ଦୁତଗତିରେ ଆସି ଭାରସାମ୍ୟ ହରାଇ ବନରକ୍ଷୀ ବିବିକୁ ଧକ୍କା ଦେଇଥିଲା ।  ଘଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବୁଗୁଡ଼ା ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ସେଠାରେ ଡାକ୍ତର   ତାଙ୍କୁ ମୃତ୍ୟୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ଖବର ବାଲିପଦର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତ ଅସ୍ମିମାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ମହିଳା ଜଣକ ଭଞ୍ଜନଗର ଅଞ୍ଚଳର ହୋଇଥିବା ବେଳେ ଗତ ତିନି ମାସ ହେଲା ବାଲିପଦର ବିଟ କୁ ବଦଳି ହୋଇ ଆସିଥିଲେ । ସେ ଜଣେ ମିଷ୍ଠ ଭାସି ମହିଳା ଥିଲେ ତେଣୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଭଞ୍ଜନଗର ମେଡ଼ିକାଲ ପରିସରରେ ବହୁ ବନକର୍ମଚାରୀ ଓ ବନଅଧିକାରୀ  ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨---୧୨,୪୫ , Sakhigopal News,25/6/2022

Blog Archive

Popular Posts