Breaking News

ସତ୍ୟବାଦୀ ବ୍ଳକରେ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

 Preparatory meeting for disaster management in Satyavadi block.


ସାକ୍ଷୀଗୋପାଳ----  ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକର ସଭାଗୃହ ପରିସରରେ ଶନିବାର ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ବିଡିଓ କ୍ଷୀରୋଦ କୁମାର ବେହେରା ପରିଚାଳନା କରିଥିଲେ । ଏହି ବୈଠକରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ କୁମାରଙ୍କ ସହିତ   ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସଭାପତି ଓ ସମ୍ପାଦକ  ବ୍ଳକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।  ଆସନ୍ତା କାଲି ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ରଡିଲି କରାଯିବ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୬/୨୦୨୨---୪.୪୦   

Sakhigopal News, 18/6/2022

Blog Archive

Popular Posts