ଧର୍ମପରାୟଣ ମହିଳାଙ୍କ ପରଲୋକ
The afterlife of religious women.
ଭଞ୍ଜନଗର-ଖଲିକୋଟ ଗ୍ରାମର ବିସିସିଏମ ଜିଆରର୍ସ କଲେଜର ପ୍ରତିଷ୍ଠାତା ତଥା ଡିଏଭିପବ୍ମିକ୍ ସ୍ମୁଲର ଅଧ୍ୟକ୍ଷ ଅମରନାଥ ରଥଙ୍କ ମାତା ଓ ସ୍ବର୍ଗତ ଶ୍ରୀ ଧର ରଥଙ୍କ ପନ୍ତୀ ଉମାଦବେୀ ରଥଙ୍କ ନିଜ ଗ୍ରାମ ଖଲିକୋଟ ବାସ ଭବନରେ ପରଲୋକ ଘଟିଛି। ସେ ଜଣେ ମିଷ୍ଟଭାଷୀ,ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ଖଲିକୋଟ ଗ୍ରାମରେ ପରିଚିତ ଥିଲେ ।ଉମାଦେବୀ ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉମାଦେବୀଙ୍କ ବିୟୋଗରେ ଡିଏଭି ସ୍ମଲ ପକ୍ଷରୁ ଶୋକ ଦିବସ ସଭା କରାଯାଇଥିଲା ।ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବେହୁ ଓ ନାତି ,ନାତୁଣୀ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୨---୮,୩୫ Sakhigopal News,28/6/2022