ଅଜଣା ଗାଡି ଧକ୍କାରେ ବାଛୁରୀର ମୃତ୍ୟୁ; ରାସ୍ତା କଡରେ ପଡିଛି ଶବ
Calf killed in unidentified vehicle crash; The body was found on the side of the road.
ସାକ୍ଷୀଗୋପାଳ-----ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଛୁରୀର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବାଛୁରିକୁ କେହି ରାସ୍ତା କରରୁ ଟେକି ଆଣିଛି । ରାସ୍ତା କରରେ ବାଛୁରିକୁଟିକୁ ପିଙ୍ଗି ଦେଇ ପଳାଇଛି । ବାଛୁରିଟି ଏବେ ବର୍ଷା ଓ ଖରା ଖାଇ ଫୁଲିବା ସହ ଗନ୍ଦ ହେବା ଆରମ୍ଭ ହୋଇଗଲାଣି । ରାତି ପାହିଲେ ପବିତ୍ର ଘୋଷଯାତ୍ର । ଏହି ରାସ୍ତା ଦେଇ ଲକ୍ଷ ଲକ୍ଷ ଭକ୍ତ ପୁରୀ ଯିବେ । ରାସ୍ତା କରରେ ବାଛରୀ ଶବ ପଡିଥିବା ବେଳେ ଦୁର୍ଗନ୍ଦରେ ଭକ୍ତ ମାନେ ନାକ ବୁଜି ଯାଉଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୨ ୧୨,୧୦ Sakhigopal News,30/6/2022
Sakhigopal News, 30/6/2022