Breaking News

ଘର ଆଗରୁ ମଟର ସାଇକେଲ ଚୋରି

Motorcycle theft in front of the house.

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ସାନକାଞ୍ଜିଆ ଗ୍ରାମର ବୈଦ୍ୟନାଥ ଦାସଙ୍କ ଏକ ମଟର ସାଇକେଲ ଚୋରୀ ହୋଇଯାଇଥିବା ନେଇ ସତ୍ୟବାଦୀ ଥାନାରେ ରବିବାର ଦିନ ଜଣାଇଛନ୍ତି । ସୁଚନାଯୋଗ୍ୟ ଯେ ସେ ଏସବିଆଇ ବ୍ୟାଙ୍କ ସମ୍ମୁଖ ଗଳିରେ ଜଣେ ବ୍ୟକ୍ତିଙ୍କର ଛାତ ପଡୁଥିଲା । ସେ ଛାତରେ ବିଦ୍ୟୁତ ସଂଯୋଗ ପାଇଁ ପାଇପି ପକାଉଥିଲେ । କାମ ସରିବା ବେଳକୁ ତାଙ୍କ ମଟର ସାଇକେଲ ନଂ- ଓଡି/୦୨/ଏଜେ-- ୩୫୧୬ ଗାଡିଟି ଚୋରି ହୋଇଯାଇଛି । ସତ୍ୟବାଦୀ ଥାନାରେ ୧୮୬/୨୨ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୨---୪,୪୫  

  Sakhigopal News, 20/6/2022

Blog Archive

Popular Posts