ବୀରପୁରୁଷୋତମପୁର ଗ୍ରାମ୍ଯ ଆରଡି ରୋଡ ନିର୍ମାଣ କାର୍ଯ୍ଯ ନିମ୍ନମାନର
The construction of Birpurushottampur Rural RD Road is substandard.
ପିପିଲି-----ଜାତୀୟ ରାଜପଥର ୩୧୬ରୁ ବୀରପୁରୁଷୋତମପୁର ଗ୍ରାମ୍ଯ ଆରଡି ରୋଡ ନିର୍ମାଣ କାର୍ଯ୍ଯ ନିମ୍ନମାନର ହୋଇଥିବା ନେଇ ଜିଲ୍ଲାପରିଷଦଙ୍କ ନିକଟରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏନେଇ ଜିଲ୍ଲାପରିଷଦ ଶ୍ରୀ ଧରଣୀଧର ସାହୁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିର୍ବାହୀଯନ୍ତ୍ରୀଙ୍କ ନିଦ୍ଦେର୍ଶ କ୍ରମେ ବିଭାଗୀୟ ଯନ୍ତ୍ରୀ ସୁରେଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ସମୟରେ ଜିଲ୍ଲାପରିଷଦ ଧରଣୀଧର ସାହୁ, ସମିତିସଭ୍ଯ ଜଗନ୍ନାଥ ତ୍ରିପାଠୀ,ସରପଞ୍ଚ ଧୃବଚରଣ ପ୍ରଧାନ ନିର୍ମାଣଧୀନ ରାସ୍ତା କାର୍ଯ୍ଯ ଦେଖିଥିଲେ । କାମ ସରିବା ପରେ ରାସ୍ତା ଭାଙ୍ଗି ରୁଜି ଯାଇଛି । ଏହି କାମ ଦେଖି ସମସ୍ତେ ଅବାକ୍ ହୋଇଯାଇଥିଲେ । ଆଜିର ଦିନରେ ଆରଡ଼ି ବିଭାଗ ପକ୍ଷରୁ ଏଭଳି ରାସ୍ତା କରାଯାଇଛି । ଯାହାକି ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ପୁନଃ ଢଳେଇ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦେଖାଯାଉ ଯୁବ ବିଧାୟକ ଏ ରାସ୍ତାକୁ ନେଇ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କୁ କେତେ ମାର୍କ ଦେଉଛନ୍ତି ତାହା ଦେଖିବା ପାଇଁ ଗ୍ରାମବାସୀମାନେ ଅପେକ୍ଷା କରିଛନ୍ତି ।
ପିପିଲି ରୁ ବିଜୟ କୁମାର ମହାପାତ୍ର ଙ୍କ ରିପୋର୍ଟ,୮/୫/୨୦୨୨---୨,୩୦

Sakhigopal News,8/5/2022