Breaking News

ବୁଢ଼ାବାହାଲ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବଣ୍ଟନ

Harishchandra Yojana money distribution in Budhabahal panchayat
 
ବଲାଙ୍ଗିର:ସଇଁତଲା:ନୂତନ ସରପଞ୍ଚ ଶ୍ରୀମତି ଲତା କୁମ୍ଭାରଙ୍କ ଉପସ୍ଥିତ ରେ ବୁଢ଼ାବାହାଲ ପଞ୍ଚାୟତର ବିଭିନ୍ନ ଗ୍ରାମର ୧୨ଜଣ ହିତାଧିକାରୀ ମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ବଣ୍ଟନ କରାଯାଇଛି ।   ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ  ରୁଦ୍ରଧର ବାଗ ଓ ଜିଓଟେକ ଭୀଷ୍ମ ସାହୁ, ୱ।ର୍ଡ ସଭ୍ଯା ଙ୍କ ପ୍ରତିନିଧି ରବିଚନ୍ଦ୍ର ଗହୀର ଙ୍କ ସହିତ ଅନେକ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ବାର ଜଣ ମୃତ୍ୟୁ ଲୋକଙ୍କ ପରିବାରର ସଦସ୍ୟ ମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ସରପଞ୍ଚ ଶ୍ରୀମତୀ ଲତା କୁମ୍ଭାର ବାଣ୍ଟିଥିଲେ ।  ନିର୍ବାଚନ ସରିବା ପରେ ସରପଞ୍ଚ କହିଥିବା କଥା ରଖିଥିବା ରୁ ପଞ୍ଚାୟତ ବାସି ବହୁତ ଖୁଶି ରହିଛନ୍ତି ।
ବଲାଙ୍ଗୀ ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୮/୫/୨୦୨୨------୧୨,୧୦ 
 Sakhigopal News,8/5/2022

Blog Archive

Popular Posts