Breaking News

ଟ୍ରେନରେ କଟି ଯୁବକଙ୍କର ମୃତ୍ୟୁ

Young man killed in train crash

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଗୋପାଳପୁର ପାଟଣା ଗ୍ରାମର ସୁରେନ୍ଦ୍ର ସାହୁଙ୍କ ପୁଅ ତେଫାନ କୁମାର ସାହୁ ( ୩୫)ଟ୍ରେନରେ କଟି  ମୃତ୍ୟୁ ବରଣ କରିଛନ୍ତି । ସାକ୍ଷୀଗୋପାଳରେଳ ଷ୍ଟେସନ ନିକଟ୪୮୨/୩୦ କି,ମି ଠାରେ ଏହି ଦୁର୍ଘଟଣା ଘଟିଛି ।   ପୁରୀ ଜିଆରପି ଥାନା କେସନଂ୧୧/୨୦୨୨ରେ ଏକ ଅପମୃତ୍ୟୁ କେସରୁଜ ହୋଇଛି । ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲେ । ବ୍ୟବଛେଦ ହେବାପରେ ତାଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୨---୬,୪୦  

 Sakhigopal News, 8/5/2022

Blog Archive

Popular Posts