Breaking News

ନିଖୋଜ ନାବାଳିକା ପୋଲିସ ଦ୍ୱାରା ଉଦ୍ଦାର

Missing minor rescued by police

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନାରେ ଜଣେ ନାବାଳିକା ଝିଅ ନବମଶ୍ରେଣୀର ନିଖୋଜ ବୋଲି ଝିଅର ବାପା ଥାନାରେ ଅଭିଯୋଗ କରିଥିଲା ।ଅଭିଯୋଗକୁ ଗ୍ରହଣ କରି ପୋଲିସ  ୧୪୦/୨୨ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଥଲେ । ସତ୍ୟବାଦୀ ଥାନା ଅଞ୍ଚଳରୁ ନା ବାଳିକା ଝିଅକୁ ଉଦ୍ଧାର କରିଛି ପୋଲିସ । ସତ୍ୟବାଦୀ ଥାନା ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ବିଭିନ୍ନ ଅଞ୍ଚଳରେ ଚଡାଉ କରି ନାବାଳିକାକୁ ଉଦ୍ଧାର କରିଛନ୍ତି । ଏବେ ପୋଲିସ ହେପାଜତରେ ନାବାଳିକା ଜଣଙ୍କ ରହିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୯/୫/୨୦୨୨---୫,୫୫ 

  Sakhigopal News, 9/5/2022

Blog Archive

Popular Posts