Breaking News

୨୦ଲିଟର ଦେଶୀ ମଦ ଜବତ ; ଜଣେ ଗିରଫ

20 liters of native wine seized; One arrested.

ସାକ୍ଷୀଗୋପାଳ---  ସତ୍ୟବାଦୀ ପୋଲିସ କୌଣସି ସୁତ୍ରରୁ ଖବର ପାଇଥିଲେ ଯେ  ସାକ୍ଷୀଗୋପାଳ ପେଣ୍ଠପଡା ଗ୍ରାମ ପଞ୍ଚାୟତର କେନାଲବନ୍ଦ ଉପରେ ଥିବା ଦଳିତବସ୍ତିର ଭଗବାନ ମଲ୍ଲିକଙ୍କ ପୁଅ ଜଗନ୍ନାଥ ମଲ୍ଲିକ(୨୮)ଙ୍କ ଘର ଉପରେ ଚଡାଉ କରିଥିଲେ । ୨୦ ଲିଟର ଦେଶୀ ମଦ ଜବତ କରିବା ସହ ଜଗନ୍ନାଥ ମଲ୍ଲିକଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି । ତାଙ୍କ ବିରୁଧରେ ୧୪୨/୨୨ରେଏକ କେସରୁଜ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏଏସଆଇ ମଞ୍ଜୁଲତା ଦେଇଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୯/୫/୨୦୨୨---୫,୫୫


Blog Archive

Popular Posts