Breaking News

ପଞ୍ଚାୟତ କାର୍ଯ୍ୟଳୟକୁ ଚାଉଳ ଆଣିବାକୁ ଯାଇ ବୁଦ୍ଧାଙ୍କ ମୃତ୍ୟୁ


  Buddha dies while fetching rice from panchayat office.
ଭଞ୍ଜନଗର-- ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମର ୬୫ବର୍ଷଆ ବୁଦ୍ଧା ଅକନା  ପ୍ରଧାନ ପଞ୍ଚାୟତ କାର୍ଯ୍ୟଳୟକୁ ଚାଉଳ ପାଇଁ ଯାଇଥିବା ବେଳେ ହଠାତ ଗୁରୁତର ହେଇ ପଡିଥିଲେ  । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଖବର ନେବାରେ ମୃତ୍ୟୁ ଅକନା ସକାଳ ୧୧ଘ ସମୟରେ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଚାଉଳ ପାଇଁ ଯାଇଥିଲେ ।ସେଠାରେ ଚାଉଳ ଆଣିବା ପାଇଁ ଅପେକ୍ଷା କରିଥିବାବେଳେ ଏହି ଘଟଣା ଘଟିଥିଲା ।ଏହା ଅଂଶୁଘାତ ନା କୈଣସି ସ୍ବାସ୍ଥ୍ୟବସ୍ଥାକୁ ନେଇ ମୃତ୍ୟୁ ଘଟିଛି ତାହା ସନ୍ଧେହ ଘେରରେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୫/୨୦୨୨----୮,୫୫ Sakhigopal News,7/5/2022

Blog Archive

Popular Posts