ନୟାଗଡ଼ ଏସପି ଭାବେ ଦାୟିତ୍ୱ ନେଲେ ଶ୍ରୀ ଅଲେଖ ପହି
Mr. Alekh Pahi took charge as the Nayagarh SP
Ú
ନୟାଗଡ଼:- ନୟାଗଡ଼ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଅଲେଖ ପହି। ନୟାଗଡ଼ ର ପୂର୍ବତନ ଏସପି ଶ୍ରୀ ସିଦ୍ଧାର୍ଥ କଟାରିଆ ଙ୍କ ଖୋର୍ଦ୍ଧା ଜିଲ୍ଲା କୁ ବଦଳି ପରେ ଖୋର୍ଦ୍ଧା ଏସପି ଶ୍ରୀ ପହି ଙ୍କୁ ନୟାଗଡ଼ ବଦଳି ନେଇ ଚର୍ଚ୍ଚା ହେଉଥିଲା। ତେବେ ଆଜି ଶ୍ରୀ ଅଲେଖ ପହି ବିଧି ବଧ ଭାବେ ନୟାଗଡ଼ ଜିଲ୍ଲା ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ପହି ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ନୟାଗଡ଼
ତା:- ୨/୫/୨୨-----୮,୩୦ Sakhigopal News,2/5/2022