ମାଗଣା ଚକ୍ଷୁ ଚିକିତ୍ସା ଶିବିର
Free eye care camp.
ଭଞ୍ଜନଗର- ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତଥା ଘୁମୁସର ଉତ୍ତର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ କ୍ଷେତ୍ର ପରିଚାଳନା ସଂସ୍ଥାନ ରେ କାର୍ଯ୍ୟକାରୀ ହେଉଥିବା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହାଭାଗିତାରେ ସାଲୁଆପଲ୍ଲୀ ଠାରେ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। 130 ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 67 ଲୋକଙ୍କୁ ଅପେରସନ ପାଇଁ ପଠାଯାଇଥିଲା । 14 ଜଣଙ୍କୁ ଚଷମା ଦିଆଯାଇଛି । . ପରିଶେଷରେ ଜଙ୍ଗଲ ନିଆଁ କୁ ଦମନ କରିବା ବାର୍ତ୍ତାକୁ ଜନସମାଜରେ ପ୍ରଚାର ଓ ପ୍ରସାର କରାଯାଇଥିଲା । କାଳିଆମ୍ବା ବନପାଳ, ବନରକ୍ଷୀ, କ୍ଷେତ୍ର ପରିଚାଳନା ସଂସ୍ଥାନ କର୍ମଚାରୀ, ସହଭାଗୀ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ବନ ସୁରକ୍ଷା ସମିତିର ବନ ସହାୟକ /ସହାୟିକା ଓ ସ୍କ୍ୱାର୍ଡ କର୍ମଚାରୀ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୨----୧୧,୦୦ Sakhigopal News,12/3/2022