ଚୋରା ୪ ବାଲି ଗାଡି ଜବତ
4 stolen vehicles seized
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଥାନା ପକ୍ଷରୁ ଚୋରା ବାଲି ଚାଲାଣ ହେଉଥିବା ବେଳେ ଦୁଇଟି ଡମ୍ପର ଓ ଦୁଇଟି ଟ୍ରକ ପୋଲିସ ଜବତ କରିଛି । ସେମାନେ ବାଲିର ସଠିକ କାଗଜ ପତ୍ର ଦେଖାଇ ନ ପାରିବାରୁ ପୋଲିସ ଗାଡି ଗୁଡିକ ଅଟକ ରଖି ତହସିଲଦାରଙ୍କୁ ଦେଇଛି । ଉକ୍ତ ଗାଡି ଉପରେ ଫାଇନି ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୨---୬,୧୫
Sakhigopal News, 5/3/2022