Breaking News

ଜୁଆଖେଳ ଉପରେ ଚଢ଼ାଉ:୨ ଜୁଆଡି ଗିରଫ

 ଭଞ୍ଜନଗର- ଜୁଆ ଖେଳ ଚାଲିଥିବା ଖବର ପାଇ ତାରସିଂ ଥାନା ପୋଲିସ , ପକ୍ଷରୁ ଚଢ଼ାଉ  କରାଯାଇ। ୨ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ୧୧୧୦୦ ଟଙ୍କା  ଜବତ କରାଯାଇଛି । ତାରସିଂ ଥାନା ଅନ୍ତର୍ଗତ ତିନିଛକିଆ ଗ୍ରାମରେ  ଚାଲିଥିଲା ଜୁଆଖେଳ ।  ଏନେଇ  ସୂଚନା ଦେଇଛନ୍ତି ତାରସିଂ ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ । ଏ ଅଞ୍ଚଳରରେ  ଜୁଆଆଡା ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇ ତାରସିଂ ପୁଲିସ ପକ୍ଷରୁ ପେଟ୍ରୋଲିଂ କଡାକଡି ଜାରି ରହିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୧--- 
  Sakhigopal News,19/10/2021

Blog Archive

Popular Posts