Breaking News

ଦୁଗଲ ସରପଞ୍ଚ ବର୍ଷା ପରେ ଲୋକମାନଙ୍କ ପାଖରେ ପହଞ୍ଚିଲେ


 ସାକ୍ଷୀଗୋପାଳ ----ଲଗାଣ ବର୍ଷାରେ ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତର ଅଠରପନ୍ଥର ଆରଡି ରାସ୍ତା ଉତ୍ତରମାଳ ଦଳିତବସ୍ତି ଓ ଦକ୍ଷୀଣକାଳୀଙ୍କ ଦଳିତବସ୍ତିରେ ଏବେ ବି ଲୋକମାନେ ଜଳବନ୍ଦୀରେ ରହିଛନ୍ତି । ବିଶେଷ କରି ଝାଟି ମାଟି ଘରେ ଥିବା ଲୋକମାନଙ୍କୁ ତୁରନ୍ତ ଘର ଛାଡି ଅନତ୍ୟ ଯିବାକୁ ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ସେମାନଙ୍କୁ କହିଛନ୍ତି । ଘର ଗୁଡିକ ପାଣିରେ ଓଦା ହୋଇ ଯାଇଛି । ପାଣି ଶୁଖବା ପରେ ଏ ଘରେ ଚଳାଚଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସାହାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୧---୭,୫୦



  Sakhigopal News, 16/9/2021

Blog Archive

Popular Posts