Breaking News

ଦେଶୀ ମଦ ଜବତ; ଜଣେ ଗିରଫ

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନାର ଏଏସଆଇ କୃଷ୍ଣଚନ୍ଦ୍ର ଦାସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ଆଳିସ ଗ୍ରାମର ରତ୍ନାକର ମହାପାତ୍ରଙ୍କ ଠାରୁ ୨୩ ବୋତଳ ଦେଶୀ ମଦ ଜବତ କରିଛନ୍ତି । ତାଙ୍କ ନାମରେ ସତ୍ୟବାଦୀ ଥାନାରେ ୩୭୪/୨୧ରେ ଏକ ମାମଲା ରୁଜ କରାଯାଇ ରତ୍ନାକରଙ୍କୁ ଗିରଫ କରାଯାଇଥିବା  ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୧---୮,୦୦ 

 Sakhigopal News, 16/9/2021

Blog Archive

Popular Posts