ମାକୁ ମାଡ ମାରି ପୁଅ ଜେଲ ଗଲା
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ନାୟକ ସାହିରେ ୭ ତାରିଖରେ ଘରୋଇ କଳିକୁ ନେଇ ସୁଶାନ୍ତ ପ୍ରଧାନ ନିଜ ମାକୁ ମାଡ ମାରି ଆହତ କରିଥିଲେ । ଡେଲାଙ୍ଗ ଥାନାରେ ସୁଶାନ୍ତଙ୍କ ବାପା ଦାଶରଥି ପ୍ରଧାନ ଅଭିଯୋଗ କରିବା ପରେ ୧୪୧/୨୧ରେ ଏକ କେସରୁଜ କରାଯାଇ ଥିଲା । ଆଜି ଡେଲାଙ୍ଗ ଥାନା ସୁଶାନ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ରଶ୍ମି୍ିରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନାମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , 13/6/2021 , 9,30,
Sakhigopal News, 13/6/2021